120Log inSign up
Poem · Romance

ତୋ ପାଇଁ ବର୍ଷା କବିତା

by Ajaya Mahala ✓ · 10 Aug 2018

14KReads
21Likes
1Min read

ପତନୋନ୍ମୁଖୀ "ବର୍ଷା"ର ତୀର୍ଯ୍ୟକ୍ ରେଫ୍ ଚିହ୍ନ ତୁ ମାଟିର ମହ ମହ ବାସ୍ନା ତୁ ଧରା ସହ ଧାରାର ସାନ୍ନିଧ୍ୟ ତୁ

Loading comments…

ତୋ ପାଇଁ ବର୍ଷା କବିତା · StoryMirror