by ତାରାପ୍ରସାଦ ଜେନା ✓ · 28 Oct 2019
ମୁହଁ ତଳ ତୋର ଦେଖିଛି ଗାର କଟା ନଖ ସେଇତକ ଭଲ ମଣିଛି ମୋର ଭାଗ୍ୟ ସୁଖ ! ଯେତେ ହେଲେ ତୋର ନିରୀହ ପଣ ବେଶି ଲାଗେ ବୁଝୁନାହୁଁ ଅବା ବୟସୀ ଭାର ଠାର ବାଗେ !
Loading comments…
Loading comments…