by Debabrata Jena ✓ · 18 Aug 2018
ଆବେଗରେ ହୃଦୟ ଝଂକୃତ ହୁଏ ମନର ବୀଣାରେ ମେଘ ମହ୍ଲାର ରଚେ ଜୋଛନା ପ୍ରଭାଶୁନ୍ୟ ତୋ ଲାବଣ୍ୟରେ ତୋତେ ଦେଖିଲା ପରେ.।।
Loading comments…
Loading comments…