by Upendra prasad Mahala ✓ · 21 Jun 2021
ମୁଁ ଦେଖେ ଶାଶ୍ୱତ ମହାଲୀଳା ରାଧାବେଶୀ ନୃତ୍ୟାଙ୍ଗନାଙ୍କ ନୃତ୍ୟ ଭାବ ସଂକୀର୍ତ୍ତନ ଚାଲିଥାଏ ଝାଞ୍ଜ, ମୃଦଙ୍ଗ, ଶଙ୍ଖ ବାଜୁଥାଏ ଦ୍ୱାର ପରେ ଦ୍ୱାର ଫିଟି ଯାଉଥାଏ କାହା ଯାଦୁ ହାତର ଛୁଆଁରେ ଅନ୍ଧାରୀ ବନ୍ଦୀଶାଳାରୁ ମୁକୁଳି ଅ।ସୁଥାଏ
Loading comments…
Comments
Loading comments…