by Gangadhar Meher ✓ · 12 Mar 2019
ଉଟଜୁ ତାପସ-କନ୍ୟା- ଗଣଙ୍କ ଆଦର ବନ୍ୟା ପ୍ଲାବନେ ଜଗତ-ଧନ୍ୟା-ସତୀ-ରତନ ବାହାରି ଅବଗାହନେ ଅନୁକମ୍ପାଙ୍କ ଗହଣେ ତମସା ଧାର ବହନେ କଲେ ଗମନ;
Loading comments…
Comments
Loading comments…