by Basanti Pattnaik ✓ · 9 Apr 2021
ମୁଁ ଆଜି ଥୁଣ୍ଟା ଗଛଟିଏ ଥେଣ୍ଟା ହୋଇ ଚାହିଁ ରହିଛି ମୋର ଅସ୍ଥି ମଜ୍ଜା କଳଙ୍କି ଲାଗି ଢିଲା ପଡ଼ିଛି ତଥାପି ତୁମକୁ ଜଳକା ହୋଇ ଚାତକ ସାଜି ଚାହିଁ ରହିଛି
Loading comments…
Comments
Loading comments…