by Raja Sekhar CH V ✓ · 11 Jan 2022
ପ୍ରତି ସୂର୍ଯ୍ୟୋଦୟରୁ ପ୍ରାରମ୍ଭ ହୁଏ ନୂତନ ଦିନ ପ୍ରତି ଚନ୍ଦ୍ରୋଦୟ ପ୍ରତୀକ୍ଷା କରାଏ ଆସନ୍ତା ଦିନ ତ୍ରିସନ୍ଧ୍ୟାରେ ଯାପିତ ହୁଏ ସକଳ ପ୍ରାଣୀଙ୍କ ଦିନ ଅହର୍ନିଶ ଦୀପ୍ତିର ସୂତ୍ରଧାର ହେଲେ ଆମ ତପନ
Loading comments…
Comments
Loading comments…