by Manisha Biswal ✓ · 18 Dec 2020
ତରୁଣ ସମୟ ମାନେନା ବନ୍ଧନ ଦ୍ରୁତଗାମୀ ତାର ଗତି ପରିଶ୍ରମ ବଳେ ହେବ ବଳିୟାନ ନହେଲେ କୁପରିଣତି ଜାଣିବାର ଇଛା ପାଇବାର ଇଛା କରେ ଖାଲି ଅସ୍ତ୍ୟବ୍ୟସ୍ତ ତାରୁଣ୍ୟ ସାଜେ ସୁର୍ୟୋଦୟ ଘଡି ନ କରିବ କେବେ ଅସ୍ତ
Loading comments…
Comments
Loading comments…