by Sunanda Mohanty ✓ · 17 Dec 2020
ବଳ ବୁଦ୍ଧି ବିଦ୍ୟା ଶକ୍ତି ସୌର୍ଯ୍ୟ ଆଭରଣ ସତ ପଥେ ନିଏ ଯଦି ପ୍ରଦତ୍ତ ଆଭୂଷଣ ସମାଜ ଓ ଦେଶ ର ହେବ ସାଙ୍ଗଠିକରଣ ଅବାଟ କୁ ଛାଡି ସ୍ୱଚ୍ଛ ମନ ହୃଦୟ ବିକିରଣ
Loading comments…
Loading comments…