by Krushnapriya Mohapatra ✓ · 29 May 2020
ବିଜ୍ଞାନର ହେଲା ଦୃତ ଅଭ୍ୟୁଦୟ ହେଲା ନୂଆ ଆବିଷ୍କାର। ଜେଣେ ତୁମେ ଯାଅ ସାଥେ ନେଇ ପାର ନଥାଏ ସେଥିରେ ତାର। "ଭ୍ରାମ୍ୟମାଣ ଦୂରଭାଷ" ଅଟେତାହା ଜରୁରୀ ଅଟଇ କେତେ। ଆଧୁନିକ ଯୁଗ ପାଇଁ ଉପଯୋଗ ଅତି ଦରକାରୀ ସତେ।
Loading comments…
Loading comments…