by Dr Baman Chandra Dixit ✓ · 19 Jun 2021
ଅଣ୍ଟିରେ ଖେଞ୍ଚି ଗୁଞ୍ଜି ରଖିଥିଲି ଖୁଚୁରା ପଇସା କିଛି, ଯାହା ପାଇଁ ସଞ୍ଚି ରଖିଥିଲି ଯାହା ମୂଲ କେତେ ପଚାରୁଛି। ଯେତେ ବୁଝେଇଲେ ଆଜି ମୁଁ ଆଜିକୁ ରହିଯାଏ କିଛି ବାକି।
Loading comments…
Loading comments…