by Dr.Soumya Ranjan Khatua ✓ · 2 Jul 2021
ଦାନ୍ତକାଠି କାଟିବାକୁ ଆଉ ବୁଢ଼ୀ ମାଆ ଯାଇନି, କୁହେ ବ୍ରସ ଯୁଗରେ ସେଗୁଡାକ ହଜିଗଲାଣି, କଦଳୀ ପାଟୁଆ ଆଉ ସଜା ହୋଇନି, ପୁରୁଣା କଥା ହିଲି ପିନ୍ଧିବା ଛାଡି ଭୂଆଷୁଣି ପାଟୁଙ୍ଗା ଜମା ପିନ୍ଧିବନି
Loading comments…
Loading comments…