by Sanjya Tripathy ✓ · 13 Aug 2021
ସମସ୍ତେ ଜାଣି ନାହାନ୍ତି ଦେହ ଓ ଦାହର ଦହନ କ୍ଷୁଧା ଓ ଦାରିଦ୍ର୍ୟର ଦାଦନ ଅତ୍ୟାଚାରର ଅନ୍ଧଗଳି ଯଦିଓ ସମସ୍ତେ ବନ୍ଧା ଏ ଅର୍ଗଳୀରେ ଭାବର ଦେହଳୀରେ ଶିଶୁପାଳରୂପୀ ଶିଉଳୀରେ ଯାନ୍ତ୍ରିକ ସଭ୍ୟତାର ଭାବଲେଶହୀନ ଦେଉଳୀରେ
Loading comments…
Comments
Loading comments…