Loading…
ଥିବ କି ବାଡ଼ିରେ ଲାଲ୍ ଗୋଲାପର ବଗିଚା ଟେ ପ୍ରିୟତମ ତୁମ ଭଲ ହୋଇଥାଉ ମାନସିକ କରି ସାଇ ପାଦ ତଳେ ପ୍ରତ୍ୟେକ ଟି ଫୁଲ ଦେଉଥିବ ଧଣୁଆ ଗାଈ ଟେ ଘରେ ଥିବ ଭଲ ଘର ଭଲ ବର ପାଇବାକୁ ପ୍ରତି ସୋମବାରେ ଶିବ ଲିଙ୍ଗେ ଖାଣ୍ଟି କ୍ଷୀର ଗ୍ଲାସେ ଢାଳି ଦେଉଥିବ ଗୀତା ଭାଗବତ ପଢୁଥିବ ପୁଣି ମଝିରେ ମଝିରେ ଝୁଣ୍ଟୁଥିବ ସ୍ବର ନାହିଁ ବୋଲି ମନେ ମନେ ଦୁଃଖି ହେଉଥିବ
Comments
Loading comments…