by Nityananda Mohanty ✓ · 30 Aug 2021
ହାତ ଠାରି ଡାକିଲେ ଜହ୍ନକୁ ଜହ୍ନ ଗଦେଇ ଦିଏ ପାପୁଲିରେ ଜୋଛନା ସବୁ ବିଶ୍ୱସ୍ତ ପ୍ରେମର ଆକର୍ଷଣ ଏଥିରେ ବା କାହିଁ କାମନାର ଜିଭ ଆୟୁଷକୁ ଚାଟି ଚାଲୁଥିବ ପ୍ରତାରିତ କରି ନିରୀହ ଆତ୍ମାକୁ?
Loading comments…
Comments
Loading comments…