by Lopamudra Parida ✓ · 9 Jun 2021
ଗାଢ ନୀଳିମା ଭେଦି ସତକୁ ସତ ରାତି ପାହିନଥାଏ ସିନ୍ଦୁରା ଫିଟି ବୁଣି ବିଛାଡି ପଡୁଥାଏ ଭୂ ରୁ ଭୂମା । ଆଜି ରାତିର ପରୀ ମାନେ ଫେରୁଥାନ୍ତି ତାକୁ ସଜେଇଦେଇ ଖଦ୍ଯୋତ ପିଠିର ଆଲୁଅରେ ବର୍ଣ୍ଣାଳୀ ଝୁଡି ଧରି।
Loading comments…
Comments
Loading comments…