by Sruti Nayak ✓ · 21 Feb 2020
ଏକାଗ୍ରତା ଭାଙ୍ଗିଦେଇ ଉଙ୍କିମାରିଲା ବିଜୁଳି ନିଜ ଚମକରେ କାହାକୁ ପ୍ରଲୁବ୍ଧ କରିବାର ବ୍ଯର୍ଥ ପ୍ରୟାସ କିନ୍ତୁ ଏ କଣ ଯେ ଏତେ ପାଖରେ ସେ ଥାଇ ବି ଆକାଶର ଆଖିକୁ ଫେରାଇ ଆଣିପାରୁନି ପୃଥିବୀ ଶାଗୁଆ ଶାଢୀରୁ
Loading comments…
Comments
Loading comments…