by Prasanta Sahu ✓ · 4 Nov 2019
ଦୀପ ଅଟେ ଯୁଗସନ୍ଧି ସୂତ୍ରର ଧାରକ, ଯଦି ଦୀପ ଯାଏ ଲିଭି ରହିବନି ଭେକ । ମିଞ୍ଜିମିଞ୍ଜି ଆଲୁଅରେ ହରେ ପୁଷ୍ପ କାଳ, ନିଃସ୍ବାର୍ଥରେ ଦୁନିଆର କରଇ କୁଶଳ ।
Loading comments…
Loading comments…