by Bijaya kumar panda ✓ · 7 May 2021
ଟିକି ବହିଟିଏ ଜୀବନକୁ ଆମ ମହକରେ ଭରି ଦିଏ ମହା ଅନ୍ଧକାର ଦୂରେଇ ଯାଏ ରେ ଟିକି ଦୀପଟିଏ ପାଶେ। ଟିକି କଲମରେ ଲେଖି ବସିଲେ ସାହିତ୍ୟରେ ଧାରା ଛୁଟେ ଟିକି ଡଙ୍ଗାଟିଏ ପାରି କରିଥାଏ ଉଛୁଳା ନଦୀର ଘାଟେ।
Loading comments…
Comments
Loading comments…