by DILIP KUMAR SAHOO ✓ · 16 Jun 2021
ସବୁ ସୁଖଶାନ୍ତି ରୋଗ ନିଏ ଲୁଟି ଚୁନା ହୁଏ ସୁନା ଘର ପଛକୁ ଚାହିଁଲେ ଲୁହର ଦରିଆ ଆଗରେ ବିପଦ ଘେର ନିଃଶ୍ୱାସକୁ ଆଉ ବିଶ୍ୱାସ ହେଉନି ପବନେ ଭୂତାଣୁ ଭାସୁଛି କରୋନା ମୁରୁକି ହସୁଛି
Loading comments…
Comments
Loading comments…