by Mamatamanjari Das ✓ · 25 Nov 2019
ସନ୍ତାପିତ ମନ ହୃଦୟର କୋହ ଧୋଇ ହୋଇଯାଏ ସେହି ଉଷୁମ ଲୁହର ଧାରେ ଓଠ ପାଖୁଡା ରେ ଫୁଟାଏ ସେ ହସ ସବୁ ଧୋଇଦେଲା ପରେ ।
Loading comments…
Loading comments…