by Akshayakumar Dash ✓ · 2 Dec 2019
ଟୁନା ଥାଏ ଘରେ ଟୁନି ଯାଏ ତାର କାମକୁ ଗାଡି ଧରିଯିବ କାମରୁ ଆଣିବ ଆମକୁ । ମଝିରେ ମଝିରେ ଦେଖୁଥିବ ବାରିଘରକୁ ଗଛରେ ଫଳିଛି କମଳା ଦେବନି ପରକୁ ।
Loading comments…
Loading comments…