by Ranjulata Behera ✓ · 22 Oct 2020
ହଁ ଆଜି ...ଆଜି...ଆଜି କାଲିର ପ୍ରତିବାଦର ଚିତ୍କାର ଏ ନୁହେଁ ଖୁସିର ଆହ୍ବାନର ସ୍ବର ଅନ୍ଧାରରେ ଆଲୋକର ସନ୍ଧାନ ଭଳି ମରୁଭୂମିରେ ଧାରା ଶ୍ରାବଣର ଉପସ୍ଥିତ ପରି ତୁମେ ଫୁଟିଗଲ ମୋ ଅଗଣାରେ ବସନ୍ତର ବାସନ୍ତୀ ଟିଏ ହୋଇ ରଙ୍ଗେଇ ଦେଲ
Loading comments…
Comments
Loading comments…