by ଓଡ଼ିଆ ଗଳ୍ପ ଓ କବିତା - ୩ ✓ · 12 Oct 2018
ମୋ ଆଶାର ଜୋଛନା ରେ ତୁ ମୋ ରୁପା ଜହ୍ନ ମୋ ସ୍ୱପ୍ନର ଦୁନିଆରେ ତୁ ମୋ ନୀଳ କଇଁ, ପ୍ରତିଟି ମୋ କବିତାରେ ସଜେଇ ଲେଖିବି "ତୁ ହିଁ ତୁ" ମୋ ଜୀବନରେ
Loading comments…
Loading comments…