by Banali Dash ✓ · 28 Jun 2019
ତୁ' ମୋ' ହୃଦ ଶଙ୍ଖାଳୀ ତୁ' ମୋ' ଗଳା ର ମାଳି, ତୋ'ଲାଗି ସଦା ଛଳଛଳ ମନଗହନ, ତୋ'ରି ପାଇଁ ମୋ' ଏ ମା'ମନ।
Loading comments…
Loading comments…