by Santosh Pattnayak ✓ · 15 Jun 2022
ରକତ ସମ୍ପର୍କ ଅବା ପ୍ରିୟା ପ୍ରିତୀ ନଥିଲେ ଏ'ମନେ ବିଭୁ ଭକତି ସଂସାର ଜଞ୍ଜାଳ ବୃଥା ସବୁ ଯୁକ୍ତି ତୁଚ୍ଛ ଏ ସମ୍ପର୍କ ମତ୍ତି ଆତ୍ମା-ପରମାତ୍ମା ନିବିଡ଼ ଅତି ॥
Loading comments…
Loading comments…