by Hrusikesh Moharana ✓ · 23 Jul 2019
ମୋ ପ୍ରେମିକାର ରଙ୍ଗ କଳା , ମୁଣ୍ଡବାଳ ପରି ନୁହେଁ ଗୋଧୂଳି ସମୟରେ ମୁହଁ ଦେଖି ଚିହ୍ନି ହେବାଭଳି ତମ ପ୍ରେମିକା ପରି ତାର ମହମ ପରି ନରମ କିମ୍ବା ଗହମ ପରି ରଙ୍ଗ ନାହିଁ ସତ କିନ୍ତୁ ମଣିଷ ପରି ଦେହଟେ ଅଛି ।
Loading comments…
Loading comments…