by SUKANTA KHANDA ✓ · 8 May 2022
ମୋତେ ବେଶୀ ଭଲ ପାଅ ନାହିଁ ଗୁଡ଼କୁ ପିମ୍ପୁଡି ପରି ଜିଆକୁ ମାଛ ପରି ଆଲୋକକୁ ପତଙ୍ଗ ପରି ମୁଁ ତ ଗୋଟାପଣେ ବିଚ୍ଛୁଆତି ଛୁଇଁଲେ କୁଣ୍ଡାଇ ହେବ ଫଳିଯିବ ତାଳରୁ ତଳିପା।
Loading comments…
Loading comments…