by ନିରଂଜନ ପଧାନ ✓ · 31 Jan 2021
କଇଁ ଯେମିତି ଚକାଜହ୍ନକୁ ଝୁରେ ପଦ୍ମ ଝୁରେ ସୂର୍ଯ୍ୟଙ୍କ ଚେନାଏ କିରଣ । ଠିକ୍ ସେମିତି ତୁମକୁ ଖୋଜି ଖୋଜି ମୁଁ ବଂଚି ଥାଉ ଥାଉ ଆଜି ପଥର ସମାନ ।
Loading comments…
Loading comments…