by Tikeshwar Sahu ✓ · 25 Apr 2022
ଯେତେ ପ୍ରଜାପତି ତୁମ ବଗିଚାରେ ହୋଇଯାଇଛନ୍ତି ଠୁଳ, ଗାଆଁର ସମସ୍ତ ଛୋଟବଡ଼ ପିଲା ପଡ଼ିଆରେ ସଭେଁ ମେଳ |୪| ତୁମ ଗାଁ ପୋଖରୀ ଜଳରେ ଚତୁରୀ ମୁହଁରେ ଲଗାଏ ତେଲ , ଗୋରୀ ମୁହଁଟାରେ ହଳଦୀ ମାଖଇ ସତେ କରୁଥାଏ ଗେଲ |୫|
Loading comments…
Comments
Loading comments…