by Prafulla Chandra Mishra ✓ · 29 Jan 2021
ସତ୍କାର୍ଯ୍ୟ ସତ୍ପଥ ପରମାର୍ଥ ମନ କରୁ ନିତ୍ୟ ଆଲୋଡିତ ଏ ଜୀବନ ହେଉ ଶ୍ରୀ ପଦ ଚନ୍ଦନ ପବିତ୍ର ତୁଳସୀ ପତ୍ର ସର୍ବ ଜ୍ଞାତା ଦାତା ଇଚ୍ଛାମୟ ଧାତା ତୁମ ଇଚ୍ଛା ପୂର୍ଣ୍ଣ ହେଉ ନଶ୍ଵର ଶରୀର ମାଟିପିଣ୍ଡ ଘଟ ସରି ସରି ଯାଏ
Loading comments…
Loading comments…