by Ajaya Mahala ✓ · 12 Dec 2019
ନିର୍ବୋଧ ମୁଁ ସେତେବେଳେ ବୁଝି ନ ଥିଲି ମୋର କାମ ସରେ ବା ନ ସରେ ତୁମର ଯାଏ ଆସେ କେତେ ତୁମେ ତ ଜାଣିବାକୁ ଚାହୁଁଥିଲ ଯଦି ମୁଁ ଖାଲି ବସିଥାଏ ତୁମେ ଗପି ପାରିବ ମନ କଥା ଯେତେ ....
Loading comments…
Loading comments…