by Rajesh Kumar Mohapatra ✓ · 1 Nov 2020
ତୁମ ଓଠ ଫାଙ୍କରେ ସେ ଅମାନିଆ ହସ। ତୁମ ଆଖିରେ ଭରା ଅଭିମାନି ଲୁହ। ମନେ ପଡେ ଆଜି ପୁଣି ତୁମ କଥା। ସେଇ ରାତିର ସ୍ୱପ୍ନ ଆଉ ତୁମ ମିଠା କଥା। ମନେ ଅଛି ମୋର ସବୁ ତୁମ କଥା। ହେଲେ ତୁମେ ତ ମୋ ପାଇଁ ଅଲେଖା କବିତା। କେମିତି ଲେଖିବି
Loading comments…
Comments
Loading comments…