by Arun Kumar Mohanty ✓ · 6 Jul 2019
ସେ ବି କି ସମୟ ଥିଲା କହିବା ପୂର୍ବରୁ ମନ କଥା ବୁଝିପାରୁଥିଲ ଦୂର ସହର ରେ ଥିଲା ବେଳେ ଗୋଟେ ଚିଠି ର ଉତ୍ତର ପାଇଁ ସପ୍ତାହ ସପ୍ତାହ ଅପେକ୍ଷା କରୁଥିଲ, କିନ୍ତୁ ଏବେ ଗୋଟେ ମିନିଟ୍ ଲେଟ୍ ରେ ରିପ୍ଲାଇ ଦେଲେ ସନ୍ଦେହ ର ବହ୍ନିରେ ଜାଳି ଦେଉଛ ।
Loading comments…
Loading comments…