by Surjyakanta Dash ✓ · 7 Oct 2020
ତୁମକୁ ଖୋଜୁଛି ମୁଁ ଏକାନ୍ତ ସାନିଧ୍ୟ ପାଇଁ କୋଉ ଏକ ଅନିର୍ଦ୍ଦିଷ୍ଟ କାଳରୁ କେତେ ଆଉ ଖୋଜିବି ଏକ ଅନିର୍ଦ୍ଧିଷ୍ଟ ପଥରେ ସକାଳର ସୁନେଲି ଝିଲ ମିଲ କିରଣରେ ଆଉ ସଞ୍ଜର ଦିପାଳି ମଧ୍ୟରେ କେବେ କେବେ ଦରିଆ କୁଳରୁ ଆରମ୍ଭ କରି କୋଉ ଏକ ନିଘଞ
Loading comments…
Loading comments…