by Debabrata Mishra ✓ · 23 Jul 2021
ଅଛି ରାଗ ଅନୁରାଗ ବିରାଗ ଯୋଗ ଓ ବିୟୋଗ ଲୁହ ହସ କାନ୍ଦ ହର୍ଷ ଟିକେ ଅବସାଦ ଓ ବିଷାଦ ମଧ୍ୟ ଭାବ ସ୍ୱଭାବ କୁଭାବ ପ୍ରଭାବ ଓ ଅଛି ଟିକେ ଭକ୍ତିଭାବ ଜୀବଟିଏ ତୁମପରି ନିଃଶ୍ୱାସ ପ୍ରଶ୍ୱାସେ ଜୀବନଟା ରଙ୍ଗ ବେରଙ୍ଗର ମିଳନ ମନ ଶରୀରରେ ଜ୍ୱଳନ
Loading comments…
Loading comments…