by Sukadev Mahanta ✓ · 7 Jun 2021
ମନେ ପଡୁଛ ଗୋ ତୁମେ କବିତାର ପଂକ୍ତି ଦେହେ ତୁମ ଆଖି ଇସାରା ମୋ ହୃଦକୁ ହାଣେ ସେ ଆଖିର ମାଦକତା ଭରେ ମହୁଲିର ନିଶା ଝୁମି ଝୁମି ମନ ନାଚେ ମଧୁ ଲଗନେ ତୁମ ସୁକୋମଳ ପରଶ
Loading comments…
Comments
Loading comments…