by baishnaba meher ✓ · 24 Jun 2019
ନିରାବତାର ଶବ୍ଦପୁଞ୍ଜ ପଦାକୁ ଉଙ୍କିମାରନ୍ତି, କହିବାକୁ ନିସଙ୍ଗ ଜୀବନର ଦୁଃଖ କାହାଣୀ, ପ୍ରେମାତୁର ହୋଇ ଚପଳାମି ସୀମା ଟପିଯାଏ, ଯେତେବେଳେ ଥାଅ ତୁମେ ମୋ ପାଖେ ।
Loading comments…
Loading comments…