by Kulamani Sarangi ✓ · 1 May 2020
ନୂତନତା ସୁଗନ୍ଧରେ, ପୂରି ଉଠୁଥିବ ସେ ଅଜଣା ଦ୍ୱୀପ ଆଗମନୀ ଅପେକ୍ଷାରେ। ମଣିଷକୁ ତୁମେ କିପରି ଗଢିବ ଦେବ କେଉଁ ନୂତନତା, ନୂତନ ସୃଷ୍ଟିରେ ସତେ କି ତା ଶୀରେ, ଦେବ ଶ୍ରେଷ୍ଠ ଜୀବ ସତ୍ତା !!
Loading comments…
Loading comments…