by Manasmita Das ✓ · 30 Aug 2021
ଦୀପ,ଧୂପ, ବିଭୂତି, କର୍ପୂର, ଅତର ଲଗାହୋଇଛି ଆଜି ବାବାଙ୍କ ପାଖରେ ।। ୨।। ଗେଣ୍ଡୁ, ଗୋଲାପ, ରଜନୀଗନ୍ଧା ,ପୁଷ୍ପର ବାସ୍ନାରେ ମହକି ଯାଉଛିତ ଠାକୁର ଘରଠାରୁ ଦାଣ୍ତଦୁଆର ତ ଆମର ।। ୩।।
Loading comments…
Loading comments…