by ବୀରେନ୍ କୁମାର ବେହେରା ✓ · 14 Jul 2018
ଆଜି ଏତେ ମନଲୋଭା ? ଏବେ ଏବେ ଦେଖ ଗ୍ରୀଷ୍ମ ବାହୁଡିଲା, ସେ ପୁଣି କରୁଛି ଈର୍ଷା । ଟାଙ୍ଗରା ଭୂଇଁଟା ହସେ ଖିଲିଖିଲି, ତୁମେ ଆସିଲ କି ବର୍ଷା ?
Loading comments…
Loading comments…