by Ajaya Mahala ✓ · 20 Jun 2019
ମୋ ପେନସିଲ ଅଙ୍କା ଚିତ୍ରରେ କେତେ କମକୂଟ କରି ଥାଏ ତୁମ ପାଇଁ ଅନୁଭବ କରେ ଆକାଶିଆ ଝୁଲାରେ ଶୂନ୍ୟ ପୁରୁଷଟେ ହୋଇ ଗୋଟେଇ ନେଉଛ ମୁଁ ଢାଳି ଦେଉଥିବା ଭୟମିଶ୍ରିତ ହସ ତୁମେ ବି ଏପରି ଫିଲ କର ?
Loading comments…
Comments
Loading comments…