
ସମୟର କଷଟି ନଈରେ ଜୀବନ ମୋ ପଥର ତୁଠର ... ଛଳନା ପ୍ରତାରଣା ସମୀକରଣରେ ପ୍ରତିଶୃତି ସାଜିଯାଇଛି ଘର କୁହୁଡିର ଧୂଆଂଳିଆ ଦିଗବଳୟଟେ ଭ୍ରାନ୍ତ ଆଶାର ଦିଶେ ଖୁବ ସୁନ୍ଦର୍ ମହଲ୍ ଧୂସର ସ୍ତୁପର ହେଲେ, ହାତ ବଢାଇ ଯେବେ କରେ ସ୍ପର୍ଶ ପାପୁଲିରେ ଭରେ ଖାଲି ମେଞ୍ଚା ମେଞ୍ଚା ବିନ୍ଦୁ କାକରର ସବୁ ସ୍ବପ୍ନ ତ ଏବେ ନିଷ୍ପ୍ରଭ, ନିସ୍କ୍ରିୟ ଜୀବନକୁ ଦେଇ ଗୋଟେ ରୂପ କବିତାର ଲୁହରେ ଲେଖୁଛି କାହାଣୀ... ତୁମେ ଗଲା ପରର......
Loading comments…