by Chinmayee Sahoo ✓ · 23 Apr 2021
ତୁମେ ଯେବେ ପ୍ରଭୁ ହୋଇବ ମଉନ ନିରାଶେ ଝାଉଁଳିଯିବି ତଥାପି ତୁମର ନାମ ଭଜି ଭଜି ଏ ଦୁନିଆ ଛାଡିଯିବି। ତୁମେ ଶେଷ ଲକ୍ଷ୍ୟ ତୁମେ ହିଁ ଆରମ୍ଭ ତୁମେ ହିଁ ମୋର ଭରସା ଭରସା ତେଲ ରେ ଆଶା ଦୀପ ଜାଳି ହଟାଏ ଘୋର ତମସା।
Loading comments…
Comments
Loading comments…