by Ajaya Mahala ✓ · 23 Jun 2019
ସମୁଦ୍ରକୁ ମିଠା କଥାରେ ବାନ୍ଧି ପାରିବ ତୁମେ ? କହି ପାରିବ ତୁମେ- "ତୁମ ମନକଥା ପୂରା କରି ଦେଲି ଏବେ ତୁମେ ମାନି ଯାଅ ସମୁଦ୍ର ସବୁଦିନ ପାଇଁ ଢେଉ ତୁମ ବନ୍ଦ କରି ଦିଅ !"?
Loading comments…
Comments
Loading comments…