by Chandrakanta Jena ✓ · 29 Jul 2025
ଏଠି ଏବେ ଖୁବ୍ କୋଳାହଳ......<br>ତୁମେ ନାହଁ ବୋଲି ,<br>ମଳୟ ଯେ ଅସ୍ଥିର ହେଲାଣି<br>ଗଛ ମାନେ ବି ଡାଳପତ୍ର ଝାଡ଼ିଲେଣି
Loading comments…
Loading comments…