by arun sahoo ✓ · 2 Jan 2022
ତୁମେ ସ୍ମିତହାସ୍ୟ ମୃଦୁ ମଳୟ ମୁଁ ଯେ ଅମାବାସ୍ୟା ଅନ୍ଧାରର ଅମାନିଆ ଜୁଆର ଢେଉଟେ ତୁମେ ସିନା ଚଇତାଳି ବସନ୍ତ ମଳୟ ମୁଁ ଫୁଟିଥିବା ମଲ୍ଲି ହେନା ମାଳତିର ବାସ୍ନା
Loading comments…
Comments
Loading comments…