by arun sahoo ✓ · 28 Dec 2021
ତୁମେ ସ୍ମିତହାସ୍ୟ ମୃଦୁ ମଳୟ ମୁଁ ଅମାବାସ୍ୟାର ଅମାନିଆ ଜୁଆର ଢେଉ ତୁମେ ଚଇତାଳି ବସନ୍ତର ମଳୟ ମୁଁ ଫୁଟିଥିବା ମଲ୍ଲି ହେନା ମାଳତୀର ବାସନା
Loading comments…
Comments
Loading comments…