by bikram behera ✓ · 6 May 2021
ଫଗୁଣର ଛାତି ଚିରି ନିଶ୍ଚୟ ତୁମେ ଫେରିବ ଆଉ ନେଇ ଆଣିବ ତୁମ ସହ ଲକ୍ଷେ ଫଗୁଣ ଆଉ ସେ ଦିନ ପର୍ଯ୍ୟନ୍ତ ତୁମ ବାଟକୁ ଚାହିଁ ବସିଛି ଥୁଣ୍ଟା ବରଗଛ ପରି.
Loading comments…
Comments
Loading comments…