by Rabindra kumar Sahoo ✓ · 3 Jul 2022
କଳା ରଙ୍ଗେ ଦେହ ତବ ରଙ୍ଗାୟିତ ସବୁ କଳା କୌଶଳେ ଚଳାଅ ପ୍ରଭୁ ହେ ଆମ ସଂସାର ରଥ ତୁମେ ନିର୍ମାଣ କରିଛ ଏ ସାରା ଜଗତ ସେ ପାଇଁ ଜଗତ କରତା ବୋଲାଇଛ ତ ତୁମେ ପରା କଳା ସାଆନ୍ତ ।
Loading comments…
Comments
Loading comments…